*🎪 ” ନୀତିବାଣୀ ” 🎪
*≿━━━━༺❀༻━━━━≾*

Nitibani 23/05/23
*⛔️ମୁଁ ସ୍ୱାର୍ଥପର ନୁହେଁ ବାସ୍ ସେଇ ମାନଙ୍କଠାରୁ ,ଅଲଗା ହୋଇଯାଇଛି ଯେଉଁ ମାନଙ୍କୁ ମୋର ଆବଶ୍ୟକତା ନାହିଁ*
*⛔️ଭଲପାଇବା କେବେ ଗୋଟିଏ ସୁନ୍ଦର ଝିଅ ଏବଂ ପୁଅ ମଧ୍ୟ୍ୟରେ ହୋଇନଥାଏ ,ଭଲପାଇବା ସବୁବେଳେ ଦୁଇଟି ସୁନ୍ଦର ହୃଦୟ ମଧ୍ୟ୍ୟରେ ହୋଇଥାଏ*
*⛔️ଯଦି ତୁମେ ନିଜ ଖରାପ ସମୟରେ ନିଜକୁ ସମ୍ଭାଳିବା ଶିଖିଗଲା ତାହାଲେ ଯାଣିନିଅ କି ତୁମେ ନିଜ ଜୀବନରେ ଜିତିବା ଶିଖିଗଲା*
*⛔️ଝିଅମାନେ ତାଙ୍କ ବାପାଙ୍କୁ ବହୁତ ଭଲପାଇଥାନ୍ତି କାରଣ ସେମାନେ ଜାଣନ୍ତି ଏ ଦୁନିଆରେ ସେହି ଗୋଟିଏ ଲୋକ ଯିଏ କେବେ କଷ୍ଟ ଦବନି*
*______________________________________*