Sadhubani 24/05/23

. *🌹 ସାଧୁବାଣୀ 🌹* 

*______________________________________*                                  

        *ତାରିଖ : 24/05/2023, ବୁଧବାର*

*______________________________________*

Sadhubani 24/05/23
Sadhubani 24/05/23

Sadhubani 24/05/23

*➡️ଯେତେବେଳେ ଅଧିକ ହସୁଥିବା ଓ କହୁଥିବା ବ୍ୟକ୍ତି ଯଦି ଚୁପ୍ ହୋଇଯାଏ ତ ବୁଝିନେବ ସେ ମଣିଷ ଭିତରୁ ଭାଙ୍ଗି ଯାଇଛି । ସାହାଯ୍ୟ ସେ ହିଁ କରିଥାନ୍ତି ଯାହାର ପ୍ରକୃତ ହୃଦୟ ଅଛି ନ ହେଲେ ଆଜିର ଲୋଭି ମଣିଷ ନିଜ ମାଆ-ବାପାଙ୍କୁ ବି ଭୁଲି ଯାଉଛନ୍ତି ।*

*➡️ସକାଳ ହେଲେ ଫୁଲଟି ଭାବୁଥାଏ, ଆଜି ସିଏ ମନ୍ଦିରକୁ ଯିବନା ମଶାଣିକୁ ଯିବ। ତେଣୁ ନିଜ ଜୀବନକୁ ଠିକ୍ ଭାବରେ ଉପଭୋଗ କର, ଏବଂ ଅନ୍ୟକୁ ବଞ୍ଚିବାକୁ ଦିଅ, ଅନ୍ୟର ଦୁଃଖ ସମୟରେ ତାକୁ ସାହାଯ୍ୟ କର। ଏମିତି ବେଳ ଆସିବ ଆପଣ କରିଥିବା ସେବାକୁ ସମସ୍ତେ ପ୍ରଶଂସା କରିବ l*

*➡️ଯଦି ଭାଗ୍ୟ ତୁମ ସଙ୍ଗ ଦେଉ ନାହିଁ ତେବେ ବୁଝି ନିଅ ଯେ ପରିଶ୍ରମରେ ଅବହେଳା ଅଛି ଏପରି ପରିଶ୍ରମ ଏମିତି କର ଯେମିତି ଭାଗ୍ୟ ତୁମ ସାଥ ଦେବା ପାଇଁ ବାଧ୍ୟ ହେବ l*

*➡️ଯଦି ଅନ୍ୟ କାହା ତୁଳନା ଅପେକ୍ଷା ତୁମକୁ ବିଳମ୍ବରେ ସଫଳତା ମିଳେ, ତେବେ ଆଦୌ ମନ ଦୁଃଖ କରନ୍ତୁ ନାହିଁ କାରଣ ଛୋଟ ଘର ଖୁବ୍ ଜଲଦି ତିଆରି ହୋଇଯାଏ, କିନ୍ତୁ ମହଲ ତିଆରି କରିବାକୁ ସମୟ ଲାଗିଥାଏ l*

  *🌅ଶୁଭ ସକାଳ ସମସ୍ତଙ୍କୁ 🌅*

  *🌹❤️🙏ଜୟ ଜଗନ୍ନାଥ🙏❤️🌹*

Leave a Comment