Sadhubani 23/05/23
*🌹 ସାଧୁବାଣୀ 🌹*

*______________________________________*
*ତାରିଖ : 23/05/2023, ମଙ୍ଗଳବାର*
*______________________________________*
🎪ଭଲ କାମ କରିଚାଲ କେହି ସମ୍ମାନ କରନ୍ତୁ ବା ନକରନ୍ତୁ , ଯେତେବେଳେ ସୁର୍ଯ୍ୟଦେବ ଉଦୟ ହୁଅନ୍ତି ତେବେ କୋଟି କୋଟି ଲୋକ ନିଦ୍ରାରେ ରହିଥାନ୍ତି ତଥାପି ସୁର୍ଯ୍ୟଦେବ ଉଦୟ ହୁଅନ୍ତି ।
🎪କୌଣସି ଲୋକ ହଠାତ୍ ସାଧୁ ବା ବଦ୍ମାସ୍ ହୋଇଯାଏ ନାହିଁ – ବହୁ ଉଦ୍ୟମ ପରେ ହିଁ ସେ ସାଧୁ ବା ବଦମାସ୍ ହୋଇଥାଏ ।
🎪ଯଦି ତୁମେ ଭଲ ହେବାକୁ ଇଚ୍ଛା କର, ତେବେ ସର୍ବପ୍ରଥମେ ତୁମେ ମନେ କର ଯେ, ତୁମେ ଅତି ଖରାପ ।
🎪ଯେପରି କ୍ଷୁଦ୍ର ପିମ୍ପୁଡିଟିଏ ବିରାଟ ହସ୍ତୀକୁ କାବୁ କରି ପରାସ୍ତ କରିଦିଏ, ଠିକ୍ ସେହିପରି ଛୋଟିଆ ଛଳନାଟିଏ ବିଶାଳ ବିଶ୍ୱାସକୁ ଭାଙ୍ଗି ଚୁରମାର କରିଦିଏ ।
🌅ଶୁଭ ସକାଳ ସମସ୍ତଙ୍କୁ 🌅
🌹❤️🙏ଜୟ ଜଗନ୍ନାଥ🙏❤️🌹