Ajira Anuchinta 27/05/23
📝ପରିଶ୍ରମ କରୁଥିବା ଲୋକ କେବେ ଭୋକରେ ରହେ ନାହିଁ,ଖରାପ ଚିନ୍ତା କରୁଥିବା ଲୋକର ପେଟ କେବେ ପୁରେ ନାହିଁ ।
📝ଦୟା ଓ କ୍ଷମା ମଣିଷକୁ ଜୀବନ ଜିଇଁବାର ଅସଲ ରାସ୍ତା ଦେଖାଇଥାଏ ।
📝ବଡ଼ Note ଆଉ ବଡ଼ ଲୋକ କେବେ ବି Change ହୋଇ ଯାଇପାରନ୍ତି,ଏଇଥି ପାଇଁ ଛୋଟ Note ଆଉ ଛୋଟ ଲୋକଙ୍କ ସହିତ Relationship ମଜବୁତ୍ ରଖନ୍ତୁ ।
🦋 ଭଗବାନ ଯଦି ମଣିଷକୁ ଭୋକ ଆଉ ଦୁଃଖ ଦେଇ ନଥାନ୍ତେ, ତେବେ ମଣିଷ କେବେ ନିଜର ମୂଲ୍ଯ ବୁଝି ପାରନ୍ତା ନାହିଁ ।
🦋 ମନୁଷ୍ୟ ର କ୍ରୋଧ ଆଉ ପ୍ରାକୃତିକ ବିପର୍ଯ୍ୟୟ ଉଭୟ ଏକା ଭଳି।କ୍ଷତି କେତେ ମାତ୍ରାରେ ହୋଇଛି,ତାହା କେବଳ ଶାନ୍ତ ହେଲା ପରେ ହିଁ ଜଣା ପଡିଥାଏ।
🦋ଏ ଦୁନିଆରେ କେବେ ନିଜକୁ ଏକୁଟିଆ ବୋଲି ଭାବନ୍ତୁ ନାହିଁ, କାରଣ କେହି ଜଣେ ଅଦୃଶ୍ୟ ରୂପରେ ସମସ୍ତଙ୍କ ଯତ୍ନ ନେଉଛନ୍ତି ।

🦋 କାହା ଉପରେ ଅତ୍ୟଧିକ ଭରଷା କରିବା ମୂର୍ଖାମୀର କାରଣ ହୋଇ ଥାଏ। କାହିଁକି ନା ଅନ୍ଧାରରେ ନିଜ ଛାଇ ବି ନିଜ ସାଥୀରେ ରହି ନଥାଏ।
🙏ଜୟ ଶ୍ରୀକୃଷ୍ଣ🙏🌸