Nitibani 26/05/23

Nitibani 26/05/23

*≿━━━━༺❀༻━━━━≾*

*⛔️ସଂସାରରେ ସମସ୍ତେ ଚଳଚଂଚଳ । ସଦା ଗତିଶୀଳ । ଧନ, ଜ୍ଞାତିବନ୍ଧୁ ସମ୍ପର୍କ, ଘରଦ୍ୱାର, ଆସବାବ ସବୁକିଛି ଚଚଂଳ । ସ୍ଥାୟୀ ଭାବରେ କେହି ଜଣକ ପାଖରେ ରହିପାରେ ନାହିଁ*

*⛔️ଧର୍ମ କେବଳ ଏକମାତ୍ର ସ୍ଥାୟୀ ଅଟେ । ଏହା ଅଟଳ ଅବିଚଳ ଯେହେତୁ ଧର୍ମ ସତ୍ୟ ଉପରେ ଆଧାରିତ ।*

Nitibani 26/05/23
Nitibani 26/05/23

*⛔️ଧର୍ମ ଜ୍ଞାନର ଭଣ୍ଡାର । ଜ୍ଞାନ ସ୍ଥାୟୀ । ଏହା କାହାକୁ ଛାଡି ଚାଲିଯାଏ ନାହିଁ । ଥରେ ଜଣେ କିଛି ଶିକ୍ଷା ଲାଭ କଲେ ଜୀବନଯାକ ତାହା ଭୁଲେ ନାହିଁ ।*

*⛔️ମଣିଷ ବୁଦ୍ଧି, ବିବେକ, ଜ୍ଞାନ ଆହରଣ, ଶ୍ରବଣର ଶକ୍ତି ଅନ୍ୟ ପ୍ରାଣୀଙ୍କ ଅପେକ୍ଷା ଯଥେଷ୍ଟ ଅଧିକ । ଏଣୁ ମଣିଷକୁ ଶ୍ରେଷ୍ଠ ପ୍ରାଣୀ ବୋଲି କୁହାଯାଇଛି ।*

*______________________________________*

Leave a Comment