Nitibani 26/05/23

Nitibani 26/05/23

Nitibani 26/05/23 *≿━━━━༺❀༻━━━━≾* *⛔️ସଂସାରରେ ସମସ୍ତେ ଚଳଚଂଚଳ । ସଦା ଗତିଶୀଳ । ଧନ, ଜ୍ଞାତିବନ୍ଧୁ ସମ୍ପର୍କ, ଘରଦ୍ୱାର, ଆସବାବ ସବୁକିଛି ଚଚଂଳ । ସ୍ଥାୟୀ ଭାବରେ କେହି ଜଣକ ପାଖରେ ରହିପାରେ ନାହିଁ* *⛔️ଧର୍ମ କେବଳ ଏକମାତ୍ର ସ୍ଥାୟୀ ଅଟେ । ଏହା ଅଟଳ ଅବିଚଳ ଯେହେତୁ ଧର୍ମ ସତ୍ୟ ଉପରେ ଆଧାରିତ ।* *⛔️ଧର୍ମ ଜ୍ଞାନର ଭଣ୍ଡାର । ଜ୍ଞାନ ସ୍ଥାୟୀ । ଏହା କାହାକୁ ଛାଡି ଚାଲିଯାଏ ନାହିଁ । ଥରେ ଜଣେ … Read more