Sadhubani 27/05/23

Sadhubani 27/05/23

🚩କେବଳ ସାପ ନୁହେଁ ବନ୍ଧୁ କିଛି ମଣିଷ ବି ବିଷାକ୍ତ ହୋଇଥାନ୍ତି, ସାପକୁ ତ ଦୂରରୁ ଚିହ୍ନି ହୁଏ କିନ୍ତୁ ବିଷାକ୍ତ ମଣିଷକୁ ଚିହ୍ନିବା ବହୁତ କଷ୍ଟକର ହୋଇଥାଏ

🚩ଭୁଲ୍ ହିଁ ହେଉଛି ମଣିଷର ପ୍ରକୃତ ଶିକ୍ଷକ ,ଆଉ ଯିଏ କୌଣସି କ୍ଷେତ୍ରରେ ଯଦି ଭୁଲ୍ କରିନାହିଁ,ତା’ମାନେ ସେ କେବେ ଚେଷ୍ଟା ହିଁ କରିନାହିଁ ।

🚩ପ୍ରକୃତ ମିତ୍ର ତା ମିତ୍ରର ବୁନ୍ଦାଏ ଝାଳ ପାଇଁ ନିଜ ଦେହର ରକ୍ତ ବୁହାଇ ଦେଇପାରେ । ଦୁଷ୍ଟ ମିତ୍ର ଅପେକ୍ଷା ବରଂ କୁମ୍ଭୀର ଭଲ । କାରଣ ସେ ଦରକାର ବେଳେ ନକଲି ଲୁହ ବୁହାଇ ସମବେଦନା ଦେଖାଇପାରେ ।

Sadhubani 27/05/23
Sadhubani 26/05/23

🚩ଯେପରି ନଖ ବଢ଼ିଗଲେ ସମସ୍ତେ ନଖକୁ କାଟିଥାନ୍ତି ଆଙ୍ଗୁଳିକୁ ନୁହଁ, ଠିକ ସେହିପରି ଯଦି ମନରେ ସନ୍ଦେହ ସୃଷ୍ଟି ହେଉଛି କାରଣ ଖୋଜି ସମାଧାନ କରିବାକୁ ଚେଷ୍ଟା କରନ୍ତୁ ହେଲେ କେବେ ସମ୍ପର୍କ ଭାଙ୍ଗନ୍ତୁ ନାହିଁ ।  

❤️🙏ଜୟ ଜଗନ୍ନାଥ🙏

Sadhubani 27/05/23

Leave a Comment