Nitibani 23/05/23

Nitibani 26/05/23

   *🎪 ” ନୀତିବାଣୀ ” 🎪    *≿━━━━༺❀༻━━━━≾*  Nitibani 23/05/23 *⛔️ମୁଁ ସ୍ୱାର୍ଥପର ନୁହେଁ ବାସ୍ ସେଇ ମାନଙ୍କଠାରୁ ,ଅଲଗା ହୋଇଯାଇଛି ଯେଉଁ ମାନଙ୍କୁ ମୋର ଆବଶ୍ୟକତା ନାହିଁ* *⛔️ଭଲପାଇବା କେବେ ଗୋଟିଏ ସୁନ୍ଦର ଝିଅ ଏବଂ ପୁଅ ମଧ୍ୟ୍ୟରେ ହୋଇନଥାଏ ,ଭଲପାଇବା ସବୁବେଳେ ଦୁଇଟି ସୁନ୍ଦର ହୃଦୟ ମଧ୍ୟ୍ୟରେ ହୋଇଥାଏ* *⛔️ଯଦି ତୁମେ ନିଜ ଖରାପ ସମୟରେ ନିଜକୁ ସମ୍ଭାଳିବା ଶିଖିଗଲା ତାହାଲେ ଯାଣିନିଅ କି ତୁମେ ନିଜ ଜୀବନରେ ଜିତିବା ଶିଖିଗଲା* … Read more