Aajira Nitibani And Sadhubani
Aajira Nitibani ଆମର ଏହି ପୋଷ୍ଟ ମାଧ୍ୟମ ରେ ଆମେ ସବୁବେଳେ ଆପଣ ମାନଙ୍କ ପାଖରେ latest sadhubani ଓ nitibani ପ୍ରକାଶ କରୁଛୁ ।

*🌹☘️🙏🏻” ଆଜିର ନୀତିବାଣୀ “🙏🏻☘️🌹*
*ତାରିଖ :୨୯.୦୩.୨୦୨୨,ମଙ୍ଗଳବାର*
*❀꧁❀꧂❀꧁❀꧂❀꧁❀꧂❀*
*______________________________________*
🌻☘️🌸🌼🌼🙏🌼🌼🌸☘️🌻
*➡️”ବନ୍ଧନତ ଅନେକ ପ୍ରକାର । ତେବେ ପ୍ରେମର ବନ୍ଧନ ସବୁଠାରୁ ଅଧିକ ଶକ୍ତିଶାଳୀ !!”*
*➡️”ମିଛ, ବେଇମାନୀ, ଛଳନା, ପ୍ରତାରଣା, ହେରାଫେରୀ, ଲୋଭ, କ୍ରୋଧ, ଠକାମି ସ୍ୱେଚ୍ଛାଚାରୀ ନାରୀର ଲକ୍ଷଣ । ସେହିପରି ନାରୀ ଅନ୍ୟ ପୁରୁଷଙ୍କୁ ତ ଖାଲରେ ପକାଇଥାଏ, ନିଜ ସ୍ୱାମୀକୁ ମଧ୍ୟ ପ୍ରତାରିତ କରିବାକୁ ପଛାଇନଥାଏ !!”*
*➡️”ଯୁବତୀ ଖୁବ୍ ସୁନ୍ଦରୀ ହୋଇପାରେ ମାତ୍ର ମର୍ଯ୍ୟାଦା ନଥିଲେ ତାକୁ ବିବାହ କରିବା ଠିକ୍ ନୁହେଁ !!”*
*➡️”ଯେଉଁ ନାରୀ ପତି କଥାକୁ ଖାତିର କରେ ନାହିଁ ସେ ପବିତ୍ରତା ଠାରୁ ଅନେକ ଦୂରରେ ରହିଥାଏ । ପତିର ନିର୍ଦ୍ଧେଶ ବିନା ପତ୍ନୀ ଯେତେ ବ୍ରତ କଲେ ଦାନ କଲେ ମଧ୍ୟ ତାହା ନିଷ୍ଫଳ ହୋଇଥାଏ !!”*
*♨️ଆଜିର ଦିନଟି ମଙ୍ଗଳମୟ ହେଉ♨️*
*🌹ଶୁଭ ସକାଳ🌹*
*🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹*
➖➖➖➖➖➖➖➖➖➖➖
. *🌹☘️🙏🏻” ଆଜିର ଅନୁଚିନ୍ତା “🙏🏻☘️🌹*
*ତାରିଖ :୨୯.୦୩.୨୦୨୨,ମଙ୍ଗଳବାର*
*❀꧁❀꧂❀꧁❀꧂❀꧁❀꧂❀*
*______________________________________*
🌻☘️🌸🌼🌼🙏🌼🌼🌸☘️🌻
*🦋”ମଣିଷର ” ରାଗ ” କେବେ କୌଣସି ସମାଧାନ କରିପାରେ ନାହିଁ ବରଂ ଏହା ସବୁକିଛି ଧ୍ବଂସ କରିଦେଇଥାଏ !!”*
*🦋”ବାରମ୍ବାର ଅସଫଳ ହୁଅନ୍ତୁ କିଛି କଥା ନାହିଁ , ଖାଲି ଯଥେଷ୍ଟ ପରିଶ୍ରମ ଆଉ ସକାରାତ୍ମକ ଚିନ୍ତାଧାରା ଥିଲେ ସଫଳତା ଦିନେ ନିଶ୍ଚୟ ମିଳିବ !!”*
*🦋”ମନେରଖନ୍ତୁ ଦୁନିଆରେ ଯେତେ ପ୍ରକାରର ଭୟ ଅଛି ସେଥି ମଧ୍ୟରୁ ‘ ନିନ୍ଦା ‘ ଆଉ ‘ ‘ ଅପବାଦ ‘ ହେଉଛି ସର୍ବଶ୍ରେଷ୍ଠ !!”*
*🦋”ଟିକେ ତଳକୁ ପଡି ଦେଖ କେହି ଜଣେ ବି ଉଠେଇବା ପାଇଁ ଆସିବେ ନାହିଁ , କିନ୍ତୁ ଟିକେ ଉପରକୁ ଉଠି ଦେଖ ସମସ୍ତେ ଆସିଯିବେ ତମକୁ ତଳକୁ ଖସାଇବା ପାଇଁ !!”*
*♨️ଆଜିର ଦିନଟି ମଙ୍ଗଳମୟ ହେଉ ♨️*
*🌹ଶୁଭ ସକାଳ🌹*
*🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹*
➖➖➖➖➖➖➖➖➖➖➖
1 thought on “Aajira Nitibani And Sadhubani 29/03/22”