Odia Gapa Uansi Kanya Part 1

Odia Gapa Uansi Kanya

ଉଆଁସୀ କନ୍ୟା       Odia Gapa – ଜିନି ବାଣୀବିହାର ରୁ ଫିଜିକସ ରେ ଏମ ଏସ ସି ସାରି ଘରେ ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା ଚିନ୍ତା କରୁଥାଏ ଏତିକିବେଳେ ଜୀବନ ପହଞ୍ଚି ପଚାରିଲା – କଣ ବସି ଏତେ ଭାବୁଛ।  ଜିନି ହସିଦେଲା, କିଛି କହିଲା ନାହିଁ। ନାରୀ ର ଏଇ ନୀରବ ହସରେ କି କୁହୁକ ଥାଏ କେଜାଣି ପୁରୁଷ ପାଗଳ ପ୍ରାୟ ହେଇଯାଏ। ହସରେ ଇଙ୍ଗିତ ଯାହା ବି ଥାଉ … Read more