Nitibani 25/05/23

Nitibani 26/05/23

Nitibani 25/05/23 *🎪 ” ନୀତିବାଣୀ ” 🎪*  *≿━━━━༺❀༻━━━━≾*  *🔴ପ୍ରତ୍ୟେକ ପ୍ରାଣୀ ସତ୍ୟପାଳନ କରିବା ଆବଶ୍ୟକ । ସତ୍ୟବାନ ସବୁକ୍ଷେତ୍ରରେ ବିଜୟ ହାସଲ କରିପାରେ ।* *🔴ସଂସାରରେ କିଛି ବି ସ୍ଥାୟୀ ନୁହେଁ । ସବୁ ଅସ୍ଥାୟୀ । ସବୁକିଛିର ବିଲୟ ରହିଛି ।* *🔴ପୁରୁଷର ମନ ସଦା ଚଂଚଳ ।* *🔴ଅର୍ଥର ଅନ୍ୟନାମ ଚଂଚଳା । ଗୋଟିଏ ସ୍ଥାନରେ ଅଧିକ ସମୟ ରହିପାରେ ନାହିଁ । ଅର୍ଥ ସେମିତି ଆଜି ତମ ପାଖରେ ତ … Read more