Akbar Birbal Kahani Chudi ra Sankhya 03

Akbar Birbal Kahani Chudi ra Sankhya

Akbar Birbal Kahani Chudi ra Sankhya               ଦିନେ ଆକବରଙ୍କ ସଭାରେ ସମସ୍ତ ମନ୍ତ୍ରୀ ଓ ପାରିଷଦ ବର୍ଗ ଉପସ୍ଥିତ ଥାଆନ୍ତି । ରାଜ୍ୟର ସୁବିଧା ଅସୁବିଧା ସଂପର୍କରେ ରାଜା ସମସ୍ତଙ୍କ ଠାରୁ ପଚାରି ବୁଝୁଥାଆନ୍ତି ।    ରାଜ୍ୟ ସଂପର୍କରେ ଆଲୋଚନା ସରିବା ପରେ ଆକବର ବିରବଲଙ୍କ ବୁଦ୍ଧି ପରୀକ୍ଷା କରିବାକୁ ଚାହିଁଲେ । ବିରବଲଙ୍କୁ ପଚାରିଲେ – “ବିରବଲ! ତୁମେ ଯଦି ପ୍ରକୃତରେ ବୁଦ୍ଧିମାନ ତା’ହେଲେ … Read more