Sadhubani 25/05/23

Sadhubani 25/05/23

*🌹 ସାଧୁବାଣୀ 🌹* 

*______________________________________*                                  

        *ତାରିଖ : 25/05/2023, ଗୁରୁବାର*

*______________________________________*

*➡️ଭଲ ପାଇବାକୁ ତୁମ ଜୀବନର ଶ୍ରେଷ୍ଠ ବ୍ରତ ବୋଲି ଆଚର, ସମସ୍ତଙ୍କୁ ଭଲ ପାଅ, ଏମିତିକି ଶତ୍ରୁ କୁ ବି ଦେଖିବ ସମୟ ଆସିବ ସେ ତା ହିଂସା, ଈର୍ଷା, ପରଶ୍ରୀକାତରତା, ପ୍ରତିଶୋଧ ପରାୟଣତା ଭୁଲି ଭଲ ପାଇ ଶିଖିବ ଓ ତୁମକୁ ବି ଭଲ ପାଇବ ।*

*➡️ଭଲ ପାଇବାକୁ ତୁମ ଜୀବନର ଶ୍ରେଷ୍ଠ ବ୍ରତ ବୋଲି ଆଚର,ସମସ୍ତଙ୍କୁ ଭଲ ପାଅ,ଏମିତିକି ଶତ୍ରୁ କୁ ବି ଦେଖିବ ସମୟ ଆସିବ ସେ ତା ହିଂସା,ଈର୍ଷା,ପରଶ୍ରୀକାତରତା,ପ୍ରତିଶୋଧ ପରାୟଣତା ଭୁଲି ଭଲ ପାଇ ଶିଖିବ ଓ ତୁମକୁ ବି ଭଲ ପାଇବ।*

*➡️ସବୁଠୁ ବଡ଼ ସେବା ହିଁ ଜୀବନର ଖୁସିକୁ ଅନ୍ୟର ସାଥିରେ ବାଣ୍ଟିବା । ଯେତେ ପର୍ଯ୍ୟନ୍ତ ଆପଣ ନିଜର ସମସ୍ୟା ଓ ଦୁଃଖର କାରଣ ଅନ୍ୟକୁ ଦୋଷ ଦେଇଥାଅ, ତେବେ ଜାଣିନିଅ ଆପଣଙ୍କ ସମସ୍ୟା ଓ ଦୁଃଖ କେବେ ବି ଦୂର ହେବନାହିଁ ।*

*➡️ଘଡି ଖରାପ ହେଲେ ସୁଧାରିବାକୁ ବହୁତ ଲୋକ ମିଳିଯିବେ କିନ୍ତୁ ସମୟକୁ ବଦଳାଇବା କେବଳ ନିଜ ଦ୍ୱାରା ହିଁ ସମ୍ଭବ । ନିଜକୁ ତୁଚ୍ଛ ମନେକର ନାହିଁ, ଆଜି ଯିଏ ଆମର ନିନ୍ଦା କରୁଛି କାଲିକି ଆମର ସିଏ ସ୍ତୁତି କରିବ । ଜୀବ ଯେପରି ଶୁଭ ବା ଅଶୁଭ କର୍ମ କରେ, ସେ ତାର ସେହିଭଳି ଫଳ ପାଇଥାଏ ।*

           

Sadhubani 25/05/23
Sadhubani 25/05/23

      *🌹❤️🙏ଜୟ ଜଗନ୍ନାଥ🙏❤️🌹*

Sadhubani 25/05/23

Leave a Comment