Nitibani 24/02/23

*🎪 ” ନୀତିବାଣୀ ” 🎪*
*≿━━━━༺❀༻━━━━≾*

Nitibani 24/02/23
Nitibani 24/02/23

Nitibani 24/02/23

*⛔️ଜୀବନରେ ସୁଖଶାନ୍ତି ରହିବାକୁ ହେଲେ ଦୁଇଟି ଶକ୍ତିର ନିହାତି ଆବଶ୍ୟକ. ଗୋଟିଏ ହେଲା ସହିବା ଶକ୍ତି ଓ ଅନ୍ୟଟି ବୁଝିବା ଶକ୍ତି. ଏହାକୁ ଯିଏ ପାଇଛି ସେ ସୁଖଶାନ୍ତି ରେ ରହିଛି*

*⛔️ ଜଣେ ବୀଜ୍ଞ ପିତା ନିଜ ପିଲାର ପ୍ରତେକ ଗତିବିଧିକୁ ଠିକ ଭାବେ ଠଉରାଇ ପାରିଥାଏ। ଅବଶ୍ୟ ଅନେକ ସମୟରେ କିଛି ନ ଜାଣିବାର ଛଳନା ମଧ୍ୟ କରିଥାନ୍ତି।*

*⛔️ଜୀବନ ମତେ ଗୋଟେ କଥା ଶିଖେଇ ଦେଲା, ନିଜକୁ ନିଜେ ହିଁ ଖୁସିରେ ରହିବ କେବେ କାହାଠାରୁ କିଛି ଆଶା କରିବା ନାହିଁ।*

*⛔️ଯିଏ ସମ୍ମାନ ମିଳିଲେ ବି ଗର୍ବ କରେନାହିଁ, ଯିଏ ଅପମାନ ହେଲାପରେ ବି ରାଗେନାହିଁ, ଏବଂ ରାଗିଯାଇ ବାଧିଲା ଭଳି କଥା କହେ ନାହିଁ, ବାସ୍ତବରେ ସେ ହିଁ ମହାନ ହୋଇଥାଏ।*
*______________________________________*

Leave a Comment